ଗଡ଼ମାରୁ
ଦେଖଣା
ଗଡ଼ମାରୁ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଡ଼କାଇତି —୧. Dacoity.
- ୨. ଗଡ଼ ଜୟ କରିବାରୂପେ ଉତ୍ପାତ ବା ଅତ୍ୟାଚାର —୨. Depredation (like that of attacking a fort).
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଅବିଶ୍ୱାସୀ —୧. Treacherous.
- ୨. ଡ଼କାଇତିଯୁକ୍ତ (କର୍ମ) —୨. Robbing; (act) attended with robbery.
(ଯଥା—ଆମେ ତୁମର ଏପରି କି ଗଡ଼ମାରୁ କାମ କରିଛୁଁ ଯେ ତୁମେ ଆମ ଉପରେ ଏଡ଼େ ରାଗୁଛ)