ଗଡ଼୍ୱଡ଼୍

ଉଇକିଅଭିଧାନ‌ରୁ

ଗଡ଼୍ୱଡ଼୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଧ୍ୱନ୍ୟନୁକରଣ)[ସମ୍ପାଦନା]

୧. ଗୋଳମାଳ; କୋଳାହଳ; ଘୋସା — ୧. Noise; uproar; excitement; tumult.
୨. ଲେଉଟପାଉଟ; ବିପର୍ଯ୍ୟସ୍ତ ଅବସ୍ଥା; ଅବ୍ୟବସ୍ଥା — ୨. Confusion; disorder; unsettled condition.
୩. ପେଟ ବିଗିଡ଼ିବା — ୩. The stomach being out order; disorder in the stomach.
୪. ଓଲାଉଠା —୪. Cholera.
୫. କୌଣସି ଅଞ୍ଚଳରେ ଓଲାଉଠାର ପ୍ରାବଲ୍ୟଜନିତ ଆତଙ୍କ — ୫. Cholera-scare in a certain locality.
୬. ମନରେ ଜନ୍ମିବା ସନ୍ଦେହ — ୬. Doubt; suspicion.
୭. କପଟ —୭. Insincerity.