ଗଡ଼୍ କରିବା
ଦେଖଣା
ଗଡ଼୍ କରିବା
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ମେଦିନୀପୁର) କ୍ରି. (ତୁଳ. ବଙ୍ଗାଳୀ - ଗଡ଼କରା; ସଂସ୍କୃତ - ଗଡ଼୍ ଧାତୁ=ଭୂମିରେ ଲୋଟିବା; ଓ ଗଡ଼=ଲମ୍ୱ ମୋଟ କାଠ; ଗଡ଼ିବା=ଭୂମିରେ ଲାଗିବା)
[ସମ୍ପାଦନା]ଗୋଡ଼ତଳେ ପଡ଼ି ନମସ୍କାର କରିବା; ଦେବତା ଓ ମାନ୍ୟ ବ୍ୟକ୍ତିଙ୍କ ପାଦ ପାଖେ ମୁଣ୍ଡ ଲଗାଇ ନମସ୍କାର କରିବା; ମୁଣ୍ଡିଆ ମାରିବା —To lie prostrate before a person and make obeisance; to tough the ground with the head to make obeisance to one's superiors or to a Deity.