ଗଢ଼ଣ

ଉଇକିଅଭିଧାନ‌ରୁ

ଗଢ଼ଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗଠନ; ଘଟନ)[ସମ୍ପାଦନା]

୧. ନିର୍ମାଣ — ୧. Building.
୨. ରଚନା; ଗଢ଼ିବା — ୨. Making.
୩. ରଚନାର କୌଶଳ ବା ରୀତି ବା ଭଙ୍ଗୀ — ୩. Build; get-up; make.