ଗଢ଼ା

ଉଇକିଅଭିଧାନ‌ରୁ

ଗଢ଼ା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଭଙ୍ଗା—ବିପରୀତ)

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବ.—(ସଂସ୍କୃତ - ଗଠନ)[ସମ୍ପାଦନା]

ଗଠନ; ନିର୍ମାଣ; ରଚନ — Building.

ବିଶେଷଣ -[ସମ୍ପାଦନା]

ନିର୍ମିତ; ରଚିତ — Built.

ବସନ ଭାସ୍ୱର ଯେହେ ଗଢ଼ା ସୌରକରେ ରାଧାନାଥ. ମହାଯାତ୍ରା

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -[ସମ୍ପାଦନା]

ଗର୍ତ୍ତ; ଗାତ —Pit.

(ଯଥା—ଖତଗଢ଼ା)