ଗଢ଼ିବା
Appearance
ଗଢ଼ିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ସଂସ୍କୃତ - ଗଠ୍ ଧାତୁ)
[ସମ୍ପାଦନା]- ୧. ଗଠନ କରିବା; ନିର୍ମାଣ କରିବା — ୧. To build.
- ୨. ଅଳଙ୍କାର ଆଦି ପ୍ରସ୍ତୁତ କରିବା — ୨. To mould.
- ୩. ସୃଷ୍ଟି କରିବା —୩. To construct.
- ୪. ଉପାଦାନ ଓ ଉପକରଣରୁ ଅଭିପ୍ରେତ ପଦାର୍ଥ ତିଆରି କରିବା — ୪. To build a thing from materials.
- ୫. ମିଥ୍ୟା ପ୍ରମାଣଦ୍ୱାରା ମକଦ୍ଦମା ସୃଷ୍ଟି କରିବା — ୫. To fabricate a case by false evidence.
- ୬. ରଚନା କରିବା —୬. To compose.