ଗଣତିରେ

ଉଇକିଅଭିଧାନ‌ରୁ

ଗଣତିରେ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି.ବିଶେଷଣ -[ସମ୍ପାଦନା]

ଗଣନାରେ; ସଂଖ୍ୟାରେ — In number.

ପଚିଶ ସହସ୍ର ସେ ଏକା ଗଣିତିରେ ବସଲେ ଯେଇ କରି ଯମଙ୍କ କଚିରେ—କୃଷ୍ଣସିଂହ. ମହାଭାରତ. କର୍ଣ୍ଣ