ଗଣନାଥ

ଉଇକିଅଭିଧାନ‌ରୁ

ଗଣନାଥ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)
  • (file)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଗଣ+ନାଥ)[ସମ୍ପାଦନା]

୧. ଗଣେଶ; ମହାଦେବଙ୍କ କନିଷ୍ଠା ପୁତ୍ର; ପ୍ରଥମ ଗଣର ସେନାଧ୍ୟକ୍ଷ —୧. Gaṇeṡa, the commander of Ṡiba's hosts.
୨. ମହାଦେବ —୨. Ṡiba
୩. ବୃହସ୍ପତି —୩. A name of Bṛuhaspati.
୪. ଇନ୍ଦ୍ର —୪. A name of Indra.
୫. ଅନେକ ବ୍ୟକ୍ତିଙ୍କର କର୍ତ୍ତା ବା ସ୍ୱାମୀ ବା ନାୟକ — ୫. Master; headman; leader.
୬. ଦଳପତି —୬. Leader of a class.
୭. ସେନାପତି — ୭. Commander or general of an army.

ସେ ଯୁଦ୍ଧେ କାହାକୁ ନ ଦେଖି ଗଣନାଥ ଭାଜିଲେ ଦେବସୈନ୍ୟ ଛାଡି ଯୁଦ୍ଧପଥ କୃଷ୍ଣସିଂହ । ମହାଭାରତ. ବନ

ଦେଶଜ - ବିଶେଷ୍ୟ - ପୁଲିଙ୍ଗ -[ସମ୍ପାଦନା]

ଲୋକର ନାମ —Name given to males.