ଗଣନାଥ
ଦେଖଣା
ଗଣନାଥ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି | (file) |
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଗଣ+ନାଥ)
[ସମ୍ପାଦନା]- ୧. ଗଣେଶ; ମହାଦେବଙ୍କ କନିଷ୍ଠା ପୁତ୍ର; ପ୍ରଥମ ଗଣର ସେନାଧ୍ୟକ୍ଷ —୧. Gaṇeṡa, the commander of Ṡiba's hosts.
- ୨. ମହାଦେବ —୨. Ṡiba
- ୩. ବୃହସ୍ପତି —୩. A name of Bṛuhaspati.
- ୪. ଇନ୍ଦ୍ର —୪. A name of Indra.
- ୫. ଅନେକ ବ୍ୟକ୍ତିଙ୍କର କର୍ତ୍ତା ବା ସ୍ୱାମୀ ବା ନାୟକ — ୫. Master; headman; leader.
- ୬. ଦଳପତି —୬. Leader of a class.
- ୭. ସେନାପତି — ୭. Commander or general of an army.
ସେ ଯୁଦ୍ଧେ କାହାକୁ ନ ଦେଖି ଗଣନାଥ ଭାଜିଲେ ଦେବସୈନ୍ୟ ଛାଡି ଯୁଦ୍ଧପଥ କୃଷ୍ଣସିଂହ । ମହାଭାରତ. ବନ
ଦେଶଜ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]ଲୋକର ନାମ —Name given to males.