ଗଣିଆଁ ତୋଡ଼ି

ଉଇକିଅଭିଧାନ‌ରୁ

ଗଣିଆଁ ତୋଡ଼ି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗଙ୍ଗାଟେୟ)[ସମ୍ପାଦନା]

ତୋଡ଼ିଜାତୀୟ କ୍ଷୁଦ୍ର କାତିଯୁକ୍ତ ମାଛବିଶେଷ —A small slender fish; Belone Gaucila.

[ଦ୍ରଷ୍ଟବ୍ୟ — ଏମାନେ ଲମ୍ୱରେ ୧୪\୧୫: ଆଙ୍ଗୁଳ ବଢ଼ାନ୍ତି, ଥଣ୍ଟ ଲମ୍ୱ ଓ ମୁହଁ ଗୋଜିଆ ଲୋକେ ବିଶ୍ୱସ କରନ୍ତି ଯେ ଏ ମାଛ ଖାଇଲେ ରାତିରେ ପିଲାଙ୍କର ଶେଯରେ ମୁତିବା ରୋଗ ଭଲ ହୁଏ]