ଗଣ୍ଠିଲା
ଦେଖଣା
ଗଣ୍ଠିଲା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗ୍ରନ୍ଥୀ) ଏହା ବନ୍ଧା ହୋଇ ଗଣ୍ଠି ପଡ଼ବାରୁ)
[ସମ୍ପାଦନା]- ୧. ଲୁଗାରେ ଗୁଡ଼ାହୋଇଥିବା ବୋକଚା; ଗଣ୍ଡିରା; ବୋଝ —୧. Package; luggage; bundle.
- ୨. ଗୁଡ଼ିଏ ଲୁଗା ଏକତ୍ର ବନ୍ଧା ହୋଇଥିବା ବୋଝ — ୨. A bale of clothes.
- ୩. ଧୋବା ବା ଳୁଗା ବେପାରିମାନେ ଳୁଗାର ଯେଉଁ ବଡ଼ ଗଣ୍ଡିରା ବହନ୍ତି —୩. Pedlar's or washermans pack of clothes.