Jump to content

ଗଣ୍ଡଦେଶ

ଉଇକିଅଭିଧାନ‌ରୁ

ଗଣ୍ଡଦେଶ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଗଣ୍ଡ+ ଦେଶ)

[ସମ୍ପାଦନା]

ଗଣ୍ଡସ୍ଥଳ; ଗାଲ — The cheek.

ଗଣ୍ଡଦେଶକୁ ମଣ୍ଡଜାଁ ନଲପଲ୍ଲବ ପାଣିରେ କବିସୂର୍ଯ୍ୟ. ସଙ୍ଗୀତ