ଗଣ୍ଡଦୋଷ

ଉଇକିଅଭିଧାନ‌ରୁ

ଗଣ୍ଡଦୋଷ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଗଣ୍ଡ+ଦୋଷ)[ସମ୍ପାଦନା]

୧. (ଜ୍ୟୋତିଷ) ସ୍ତ୍ରୀ ପ୍ରଥମେ ରଜସ୍ୱଳା ହେଲେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନକ୍ଷତ୍ର ଦୋଷରୁ ସ୍ୱାମୀ ଓ ସ୍ତ୍ରୀଙ୍କୁ ଲାଗିବା ଦୋଷ —୧. Inauspicious as astrological combination foreboding evil to the husband according to the time of the first apperance of menses in the wife.

[ଦ୍ରଷ୍ଟବ୍ୟ —ଏହି ଗଣ୍ଡଦୋଷ ଫଳରେ ସ୍ତ୍ରୀର ବୈଧବ, ଗର୍ଭପାତଆଦି ବା ସ୍ୱାମୀର ଅମଙ୍ଗଳ ଅଟେ]

୨. ଶିଶୁ ଜନ୍ମହେବା ସମୟରେ ନକ୍ଷତ୍ରଜନିତ ଦୋଷ — ୨. Inauspicious combination of stars at the time of a child's birth.

[ଦ୍ରଷ୍ଟବ୍ୟ —ଜ୍ୟୋତିଷ ମତରେ ଜ୍ୟେଷ୍ଠା, ଅଶ୍ଳେଷା ଓ ରେବତୀ ନକ୍ଷତ୍ରର ଶେଷ ୫ଦଣ୍ଡ, ମଘା ଓ ଅଶ୍ୱିନୀର ୩ ଦଣ୍ଡ ଗଣ୍ଡ ଅଟେ ଏଥିରେ ଜନ୍ମ ହେଲେ ମାତା, ପିତା ଓ ଶିଶୁର ଅନିଷ୍ଟ ଗଣ୍ଡ ଦୋଷରେ ବାଳକ ଜନ୍ମ ହେଲେ ମୃତ୍ୟୁବତ୍ ଅଟେ]