Jump to content

ଗଣ୍ଡଭିର୍ତ୍ତି

ଉଇକିଅଭିଧାନ‌ରୁ

ଗଣ୍ଡଭିର୍ତ୍ତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଗଣ୍ଡ+ ଭିତ୍ତି)

[ସମ୍ପାଦନା]
୧. ପ୍ରଶସ୍ତ କପୋଳ — ୧. Broad cheek.
୨. ହସ୍ତୀର ଗଣ୍ଡଦେଶର ଯେଉଁ ଛିଦ୍ରରୁ ମଦ ସ୍ରବେ — ୨. Opening in the temples of an elephant in rut from which ichor flows.