ଗଣ୍ଡାଗଣ୍ଡା
ଦେଖଣା
ଗଣ୍ଡାଗଣ୍ଡା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଗଣ୍ଡାଗଣ୍ଡା
|
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଚାରି ଚାରିଟି ହୋଇ ଅବସ୍ଥିତ — ୧. Placed in groups of four.
- ୨. ବହୁତ; ଅସଂଖ୍ୟ; ପର୍ଯ୍ୟାପ୍ତ; ଯଥେଷ୍ଟ — ୨. sufficient; innumerable.
ମହୀରେ ଲୋଟାଇବି ମୁଣ୍ଡ ଗଣ୍ଡାଗଣ୍ଡା କୃଷ୍ଣସିଂହ. ମହାଭାରତ. ବନ
ଦେଶଜ - କ୍ରି.ବିଶେଷଣ -
[ସମ୍ପାଦନା]- ୧. ଚାରି ଚାରି ଗୋଟି କରି ବା ହୋଇ — ୧. In groups of four.
- ୨. ଦଳକୁ ଦଳ; ପଞ୍ଝାକୁ ପଞ୍ଝା — ୨. In clusters; in groups.
ଚରୁଥାନ୍ତି ବନରେ ହୋଇ ଗଣ୍ଡା ଗଣ୍ଡା ୃଷ୍ଣସିଂହ. ମହାଭାରତ. ବନ