ଗଣ୍ଡିଆଳ
ଦେଖଣା
ଗଣ୍ଡିଆଳ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା](ଏହାର ଗଣ୍ଡି ବା ବେକ ଲମ୍ୱ ଥିବାରୁ ଏହି ନାମ)— ଆଡ଼ିମାଛଜାତୀୟ କ୍ଷୁଦ୍ର ସ୍ଥୂଳଶରୀର ମଧୁର ମତ୍ସ୍ୟବିଶେଷ — A fresh-water scaleless fish of the Āṟḍ̠i class having a lesser snout.
ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -
[ସମ୍ପାଦନା]ଜଙ୍ଗଲ ତୃଣବିଶେଷ — A kind of wild grass.
[ଦ୍ରଷ୍ଟବ୍ୟ —ଏହାକୁ ମଇଁଷୀମାନେ ଖାଆନ୍ତି ଓ ଏଥିରେ ଘର ଛାଆଣି ହୁଏ]