Jump to content

ଗତାନି ପତାନି

ଉଇକିଅଭିଧାନ‌ରୁ

ଗତାନି ପତାନି

ଉଚ୍ଚାରଣ

[ସମ୍ପାଦନା]

ଗ୍ରାମ୍ୟ - ଅ

[ସମ୍ପାଦନା]
୧. ପରମ୍ପରାକ୍ରମେ; ପୁରୁଷାନୁକ୍ରମେ — ୧. For generations.
୨. ଆବହମାନ କାଳରୁ — ୨. From time immemorial.

(ଯଥା—ରାହାସ ଯାତ୍ରା ଗତାନି ପତାନି ଏଠାରେ ଚଳି ଆସୁଅଛି)