ଗତାଳସ

ଉଇକିଅଭିଧାନ‌ରୁ

ଗତାଳସ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଗତାଳାସା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ଗତ+ଆଳସ)[ସମ୍ପାଦନା]

୧. ନିରସଳ; ଆଳସ୍ୟହୀନ —୧. Not lazy.
୨. ଚଞ୍ଚଳ; ଅସ୍ଥିର —୨. Restless; brisk.

ଗତାଳସ ନାଟପଟୁ ଖଞ୍ଜରୀଟ କବିସୂର୍ଯ୍ୟ କିଶୋରୀଚମ୍ପୁ ଗ. ଗୀତ