ଗତିବିଧି
ଦେଖଣା
ଗତିବିଧି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଗତିବିଧି
|
ଦେଶଜ - ବିଶେଷ୍ୟ - (୬ଷ୍ଠୀ ତତ୍; ଗତି+ବିଧି)
[ସମ୍ପାଦନା]- ୧. ମୁକ୍ତିର ଉପାୟ — ୧. Means of Salvation.
- ୨. କାର୍ଯ୍ୟକଳାପ; କ୍ରିୟାକଳାପ —୨. Mode of life; conduct.
- ୩. ଗମନାଗମନ —୩. Intercourse.
- ୪. ଚାଲିଚଳଣ; ଢ଼ଙ୍ଗଢ଼୍ଙ୍ଗ —୪. Movements.
(ଯଥା— ସେନାପତି ଦୁର୍ଗଶିଖରରେ ଠିଆ ହୋଇ ବିପକ୍ଷ ପକ୍ଷର ଗତିବିଧି ଲକ୍ଷ କରୁ ଅଛନ୍ତି)