ଗତିବିଧି

ଉଇକିଅଭିଧାନ‌ରୁ

ଗତିବିଧି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (୬ଷ୍ଠୀ ତତ୍; ଗତି+ବିଧି)[ସମ୍ପାଦନା]

୧. ମୁକ୍ତିର ଉପାୟ — ୧. Means of Salvation.
୨. କାର୍ଯ୍ୟକଳାପ; କ୍ରିୟାକଳାପ —୨. Mode of life; conduct.
୩. ଗମନାଗମନ —୩. Intercourse.
୪. ଚାଲିଚଳଣ; ଢ଼ଙ୍ଗଢ଼୍ଙ୍ଗ —୪. Movements.

(ଯଥା— ସେନାପତି ଦୁର୍ଗଶିଖରରେ ଠିଆ ହୋଇ ବିପକ୍ଷ ପକ୍ଷର ଗତିବିଧି ଲକ୍ଷ କରୁ ଅଛନ୍ତି)