ଗତ୍
ଦେଖଣା
ଗତ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗତି)
[ସମ୍ପାଦନା]- ୧. ଘତ୍; ଗୀତ ନ ଥାଇ ରାଗର ଗତି — ୧. Fixed form of instrumental music.
- ୨. ସଙ୍ଗୀତରେ ସା: ରି: ଗା: ମା: ପା: ଧା ନି: ସ୍ୱରର ଗତି— ମାତ୍ର —୨. Fixed note in music.
- ୩. କୌଣସି ସଙ୍ଗୀତ ବୋଲା ହେବା ପୂର୍ବରୁ ତହିଁରେ ନିର୍ଦ୍ଦିଷ୍ଟ ରାଗିଣୀର ପ୍ରଣାଳା ବା ସ୍ୱର — ୩. A set note for a song.
- ୪. ଢଙ୍ଗ; ପ୍ରଣାଳୀ —୪. Manner; way.
- ୫. ନିର୍ଦ୍ଦିଷ୍ଟ ପ୍ରଣାଳୀ; ବୃଦ୍ଧ ନିୟମ — ୫. Set or fixed rule; routine.
- ୬. ଅଭ୍ୟାସ —୬. Habit.
- ୭. ଗଅତ୍ (ଦେଖ) - ୭. Ga-at (See)