ଗଦା
ଗଦା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ସଂସ୍କୃତ - ବିଶେଷ୍ୟ - (ଗଦ୍ ଧାତୁ=ପୀଡିତ ହେବା+କରଣ. ଅ+ସ୍ତ୍ରୀ. ଆ)[ସମ୍ପାଦନା]
ଲୌହ ବା କାଠର ମୁଦ୍ଗର; ଲୌହମୟ ସ୍ଥୁଳଶସ୍ତ୍ରବିଶେଷ (ସାଧାରଣତଃ ଏହାର ମୂଳାଂଶ ସରୁ, ଅଗ୍ରଭାଗ ମୋଟା ହୋଇ ଥାଏ) —Club, mace. bledgeon.
[ଦ୍ରଷ୍ଟବ୍ୟ — ବିଷ୍ଣୁଙ୍କର ଚାରି ହାତରେ ଧରାଯିବା ଚାରିଗୋଟି ପଦାର୍ଥ ମଧ୍ୟରୁ (ଶଙ୍ଖ,ଚକ୍ର, ଗଦା. ପଦ୍ମ) ଗଦା ଏକତମ; ଏହା ଭୀମଙ୍କର ପ୍ରିୟ ଶସ୍ତ୍ର ଏହାଦ୍ୱାରା ଭୀମ ଦୁର୍ଯ୍ୟୋଧନଙ୍କର ଊରୁ ଭାଙ୍ଗିଥିଲେ]
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷ୍ୟ -[ସମ୍ପାଦନା]
- ୧. ସ୍ତୁପ; ଏକ ଜାତୀୟ ବହୁବସ୍ତୁର ଏକତ୍ର ଉପର୍ଯ୍ୟୁପରି ସମାଦେଶ—(ଯଥା—ନଡ଼ାଗଦା; ଧାନ ଗଦା; କୁଟାଗଦା) —୧. Heap; mass.
- ୨. ବହୁ ମନୁଷ୍ୟ ଏକ ସ୍ଥାନରେ ଠୁଳ ବା ରୁଣ୍ଡ ହେବା — ୨. Gathering of people; crowed.
ରଙ୍ଗସ୍ଥଳେ ଦଳେ ଦଳେ ଆସି ହେଲେ ଦର୍ଶକ ଗଦା ରାଧାନାଥ. ଉଷା
- ୩. ବହୁତ; ପ୍ରଚୁର —୩. Too much; plenty.
(ଯଥା—ଗଦାଏ ପାଣି; ଗଦାଏ ଲୋକ)
ଦେଶଜ - ବିଶେଷଣ -[ସମ୍ପାଦନା]
- ୧. ଏକ ସ୍ଥାନରେ ଜମା ହୋଇଥିବା — ୧. Amassed; heaped.
- ୨. ଏକତ୍ର ସମାବିଷ୍ଟ; ରୁଣ୍ଡ ହୋଇଥିବା — ୨. Crowded; collected or gathered.