ଗଦାପାଣି

ଉଇକିଅଭିଧାନ‌ରୁ

ଗଦାପାଣି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ଗଦା + ପାଣି)[ସମ୍ପାଦନା]

ଯେ ହାତରେ ଗଦା ଧରିଅଛି —Armed with or holding a mace.

ବିଶେଷ୍ୟ -[ସମ୍ପାଦନା]

ବିଷ୍ଣୁ —A name of Bishṇu.