ଗଦାସାହାଣ

ଉଇକିଅଭିଧାନ‌ରୁ

ଗଦାସାହାଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ପ୍ରାଦେଶିକ - (ପୁରୀ) ବିଶେଷ୍ୟ - (ସଂ ଗଦା ଓ ସାଧନ, ପୁରୀ ସହରର ଯାଗାଘରମାନଙ୍କରେ ବ୍ୟବହୃତ ସହଚର ଶବ୍ଦ)[ସମ୍ପାଦନା]

ବ୍ୟାୟାମ ସାଘନାର୍ଥ ଡ଼ାହାଣ ହାତରେ ଲୁହା ଗଦା ଓ ବାମ ହାତରେ ପଟାପଟି ଲମ୍ୱ ଲୁହାଯନ୍ତ୍ର ଧରି ବୁଲାଇବା — A gymnastic exercise consisting of holding a long piece of flat iron in the left hand while brandishing the mace in the right hand.