ଗଦିଆନ
ଦେଖଣା
ଗଦିଆନ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଯେଉଁ ମହାଜନ ବ୍ୟବସାୟ ବାଣିଜ୍ୟ ପାଇଁ ନିଜର ସ୍ୱତନ୍ତ୍ର ବଡ଼ କାର୍ଯ୍ୟାଳୟ ସ୍ଥାପନ କରି ଥାଏ — ୧. A merchant owing a big business-house of his own.
ବାବୁ ବଳରାମ ବଳ କଲିକତା ବଡ଼ ବଜାରର ଜଣେ ଗଦିଆନ ମହାଜନ ଫକୀରମୋହନ. ଗଳ୍ପସ୍ୱଳ୍ପ
- ୨. ଗଦିଆଳ (ଦେଖ) - ୨. Gadiāḻa (See)