ଗଧିଆ

ଉଇକିଅଭିଧାନ‌ରୁ

ଗଧିଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ଗଧେଈ—ସ୍ତ୍ରୀ) 

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗର୍ଦ୍ଦଭ)[ସମ୍ପାଦନା]

ହେଟାବାଘ — Wolf; the striped hyena.

[ଦ୍ରଷ୍ଟବ୍ୟ —ଏମାନଙ୍କ ଉଚ୍ଚତା ପ୍ରାୟ ୩ଫୁଟ ଦେହର ରଙ୍ଗ ମାଟିଆ, ଦେହରେ କଳାକଳା ପଟା ଥାଏ ଏମାନେ ଶବ ଓ ଛୋଟ ପଶୁ (ବାଛୁରି, ଛେଳି, ମେଣ୍ଡା) ଖାଆନ୍ତି]

ବିଶେଷଣ - ପୁଲିଙ୍ଗ -[ସମ୍ପାଦନା]

(ଗଧ ପରି) ଅଳସୁଆ; ମଠୁଆ —Idle; lazy.