ଗଧିଆ
ଦେଖଣା
ଗଧିଆ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଗଧିଆ
|
(ଗଧେଈ—ସ୍ତ୍ରୀ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗର୍ଦ୍ଦଭ)
[ସମ୍ପାଦନା]ହେଟାବାଘ — Wolf; the striped hyena.
[ଦ୍ରଷ୍ଟବ୍ୟ —ଏମାନଙ୍କ ଉଚ୍ଚତା ପ୍ରାୟ ୩ଫୁଟ ଦେହର ରଙ୍ଗ ମାଟିଆ, ଦେହରେ କଳାକଳା ପଟା ଥାଏ ଏମାନେ ଶବ ଓ ଛୋଟ ପଶୁ (ବାଛୁରି, ଛେଳି, ମେଣ୍ଡା) ଖାଆନ୍ତି]
ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା](ଗଧ ପରି) ଅଳସୁଆ; ମଠୁଆ —Idle; lazy.