ଗନ୍ତାଘର
ଦେଖଣା
ଗନ୍ତାଘର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଭଣ୍ଡାର ଘର — ୧. Repository; for daily required articles; store-room.
ଗନ୍ତାଘର ହେଲା ତୁମ୍ଭର ସର୍ବସ୍ୱ ରାଧାନାଥ ଦରବାର
- ୨. ଯେଉଁ ଘରେ ରାଜାଙ୍କ ପୋଷାକ ଆଦି ଥାଏ — ୨. A Raja's wardrobe.
ଗନ୍ତାଇତ ଗନ୍ତାଘରକୁ ଲୁଟାଇ କୃଷ୍ଣସିଂହ. ମହାଭାରତ. ବନ