ଗବାକ୍ଷ

ଉଇକିଅଭିଧାନ‌ରୁ

ଗବାକ୍ଷ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ଗୋ=କିରଣ+ଅକ୍ଷ୍ ଧାତୁ=ବିସ୍ତୃତ କରିବା+ କର୍ତ୍ତୃ. ଅ; କିରଣର ପ୍ରବେଶପଥ; ଗୋ=ଗୋରୁ +ଅକ୍ଷି=ଆଖି; ଏହାର ଛିଦ୍ରଗୁଡ଼ିକ ଗୋରୁଙ୍କ ଆଖି ପରି ଥିବାରୁ)[ସମ୍ପାଦନା]

୧. ବାତାୟନ; ଖିଡ଼ିକି; ଝରକା; ଜଳାକବଟି; ପଞ୍ଜର — ୧. A window with holes like bull's eyes; air-hole.

ବେଳେ ବେଳେ ଅନାଇଲେ ଗବାକ୍ଷ ବୋଲନ୍ତେ ଭଞ୍ଜ. ବୈଦେହୀଶବିଳାସ

୨. ବଡ଼ଆଖିଆ ବାନରବିଶେଷ — ୨. A kind of monkey with large eyes.
୩. ରାମାୟଣବର୍ଣ୍ଣିତ ମର୍କଟ ସେନାପତି — ୩. Name of a monkey-general mentioned in the Rāmāyaṇa.

ବେଳେ ବେଳେ ଅନାଇଲେ ଗବାକ୍ଷ ବୋଲନ୍ତେ ଭଞ୍ଜ. ବୈଦେହୀଶବିଳାସ