ଗବ୍ ଗବ୍
ଦେଖଣା
ଗବ୍ ଗବ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ଅ. (ଧ୍ୱନ୍ୟନୁକରଣ)
[ସମ୍ପାଦନା]ନିଆଁଉପରେ ସ୍ଥାପିତ ପାତ୍ରସ୍ଥ ପାଣିରେ ଚାଉଳ ଆଦି ଫୁଟିବା ଶବ୍ଦର ଅନୁକରଣ — ୧. Bubbling sound; sound like that of rice briskly boiling in a pot on the fire.
- ୨. ସରୁମୁହାଁ ମାଠିଆରୁ ଏକାବେଳେକେ ପାଣି ଅଜାଡ଼ିବାର ଶବ୍ଦ —୨. Sound like that of pouring out water profusely from a narrow-mouthed pitcher.