ଗଭର୍ଣ୍ଣର୍

ଉଇକିଅଭିଧାନ‌ରୁ

ଗଭର୍ଣ୍ଣର୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶଜ - ବିଶେଷ୍ୟ - (ଇଂରାଜୀ - ଗଭର୍ଣ୍ଣର୍)[ସମ୍ପାଦନା]

ପ୍ରାଦେଶିକ ଶାସନକର୍ତ୍ତା; ଛୋଟଲାଟ — Provincial Governor.

[ଦ୍ରଷ୍ଟବ୍ୟ —ବର୍ତ୍ତମାନ ଇଂରେଜଶାସିତ ଭାରତର ବିଭିନ୍ନ ପ୍ରଦେଶମାନଙ୍କରେ (ବଙ୍ଗ, ବିହାରୋତ୍କଳ, ମାନ୍ଦ୍ରାଜ, ବମ୍ୱେ, ଆସାମ ଉତ୍ତର ପଶ୍ଚିମ ସୀମାନ୍ତ ପ୍ରଦେଶ, ମଧ୍ୟପ୍ରଦେଶ, ବ୍ରହ୍ମଦେଶ, ଅଯୋଧ୍ୟା ଓ ସମ୍ମିଳିତ ପ୍ରଦେଶ ପ୍ରଭୃତିରେ) ଜଣେ ଲେଖାଏଁ ଗଭର୍ଣ୍ଣର ପଦଧାରୀ ଶାସନକର୍ତ୍ତା ନିଯୁକ୍ତି ଅଛନ୍ତି, ଏମାନେ ଗଭର୍ଣ୍ଣର— ଜେନେରଲ୍ ବଡ଼ଲାଟଙ୍କ ଅଧୀନ]