ଗଭୀର

ଉଇକିଅଭିଧାନ‌ରୁ

ଗଭୀର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷଣ - (ଗମ୍ ଧାତୁ=ଯିବା+କର୍ମ. ଈର; ନିପାତନ)[ସମ୍ପାଦନା]

୧. ଅତି ନିମ୍ନ —୧. Very low; abysmal.
୨. (କୂପ; ଜଳତଡ଼ାଗ) ଅଗାଧ ଜଳପୂର୍ଣ୍ଣ; ଗହୀରିଆ — ୨. Deep.
୩. ଦୁର୍ବାର; ଦୁର୍ଦ୍ଧାର୍ଷ —୩. Unfathomable.
୪. (ଗର୍ତ୍ତ) ଦୁଷ୍ପ୍ରବେଶ; ଦୁର୍ଗମ —୪. Inaccessible.


୫. (ବୃଦ୍ଧି) ଅପ୍ରମେୟ; ଯାହା ଅନାୟାସରେ ଜାଣି ହୁଏ ନାହିଁ ବା କଳନା ହୋଇ ପାରେ ନାହିଁ — ୫. Inscrutable.
୬. (ପ୍ରକୃତି) ଉଦାର —୬. Liberal; sagacious.
୭. (ଅରଣ୍ୟ; ରାତ୍ରି) ଗହନ; ଘୋର; ବହୁଦୂରବ୍ୟାପୀ; ନିବିଡ଼ —୭. Dense; thick.
୮. (ଶବ୍ଦ; ଗର୍ଜନ) ଗମ୍ଭୀର; ଉଚ୍ଚ ଓ ବହୁକ୍ଷଣସ୍ଥାୟୀ — ୮. Profound; grave.
୯. (ନିନ୍ଦ୍ରା) ଅତ୍ୟଧିକ; ଖୁବ୍; ଗାଢ଼ —୯. Profound.