ଗଭୀର
ଦେଖଣା
ଗଭୀର
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷଣ - (ଗମ୍ ଧାତୁ=ଯିବା+କର୍ମ. ଈର; ନିପାତନ)
[ସମ୍ପାଦନା]- ୧. ଅତି ନିମ୍ନ —୧. Very low; abysmal.
- ୨. (କୂପ; ଜଳତଡ଼ାଗ) ଅଗାଧ ଜଳପୂର୍ଣ୍ଣ; ଗହୀରିଆ — ୨. Deep.
- ୩. ଦୁର୍ବାର; ଦୁର୍ଦ୍ଧାର୍ଷ —୩. Unfathomable.
- ୪. (ଗର୍ତ୍ତ) ଦୁଷ୍ପ୍ରବେଶ; ଦୁର୍ଗମ —୪. Inaccessible.
- ୫. (ବୃଦ୍ଧି) ଅପ୍ରମେୟ; ଯାହା ଅନାୟାସରେ ଜାଣି ହୁଏ ନାହିଁ ବା କଳନା ହୋଇ ପାରେ ନାହିଁ — ୫. Inscrutable.
- ୬. (ପ୍ରକୃତି) ଉଦାର —୬. Liberal; sagacious.
- ୭. (ଅରଣ୍ୟ; ରାତ୍ରି) ଗହନ; ଘୋର; ବହୁଦୂରବ୍ୟାପୀ; ନିବିଡ଼ —୭. Dense; thick.
- ୮. (ଶବ୍ଦ; ଗର୍ଜନ) ଗମ୍ଭୀର; ଉଚ୍ଚ ଓ ବହୁକ୍ଷଣସ୍ଥାୟୀ — ୮. Profound; grave.
- ୯. (ନିନ୍ଦ୍ରା) ଅତ୍ୟଧିକ; ଖୁବ୍; ଗାଢ଼ —୯. Profound.