ଗମଗମ

ଉଇକିଅଭିଧାନ‌ରୁ

ଗମଗମ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ଅ. (ସଂସ୍କୃତ - ଗ୍ରୀଷ୍ମ; କିମ୍ୱା ସଂସ୍କୃତ - ଗମ ଧାତୁ=ଗତି କରିବା[ସମ୍ପାଦନା]

୧. ଗ୍ରୀଷ୍ମାନୁଭୂତି ଯୋଗୁଁ ବିଶେଷ ପରିମାଣରେ (ଦେହରୁ ଝାଳ ବୋହିବା) — (sweating) Profusely.

(ଯଥା—ତା ଦେହରୁ ଝାଳ ଗମଗମ ବହୁଛି)

୨. (ଧ୍ୱନ୍ୟନୁକରଣ) ଗାଡ଼ିଆଦି ଚଳିବାର ଗମ୍ଭୀର ଶବ୍ଦ — ୨. Deep reverberating rattling sound.

=== ବିଶେଷ୍ୟ -

୧. ଗ୍ରୀଷ୍ମ ସମୟ —୧. Mid-summer.
୨. ଅଧିକ ପରିମାଣରେ ଝାଳ ବହିବା କ୍ରିୟା — Profuse Perspiration.

ସ୍ୱେଦର ଗମଗମ ବଦନ ତମତମ ଦିଶଇ ରୀତି ଆନ ଆନ ଅଭିମନ୍ୟୁ. ବିଦଗ୍ଧଚିନ୍ତାମଣି