ଗମାଇବା

ଉଇକିଅଭିଧାନ‌ରୁ

ଗମାଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ଗମଧାତୁ. ଣିଚ)[ସମ୍ପାଦନା]

୧. ଗମିବାର ଣିଜନ୍ତ ରୂପ — ୧. The causative form of 'Gamibā'.
୨. (କାଳ) କାଟିବା ବା ଗତ କରିବା; ଅତିବାହିତ କରିବା; କଟାଇବା —୨. To waste (time); to pass (time); to lose (time).
୩. (ସଂସ୍କୃତ - ଗୁପ୍ତଧାତୁ=ଲୁଚାଇବା; ତୁଳ. ଫରାସୀ - ଗୁମ୍=ଗୁପ୍ତ) ହଜାଇବା —୩. To lose (a thing).
୪. ଅନୁଭବ କରିବା —୪. To experience.
୫. କୌଣସି ପଦାର୍ଥକୁ ଗମର କରିବା; ସଢ଼ାଇବା — ୫. To cause a thing to become mouldy; to cause to ferment.