ଗମ୍ହାଡକରା

ଉଇକିଅଭିଧାନ‌ରୁ

ଗମ୍ହାଡକରା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ପ୍ରାଦେଶିକ - (ପୁରୀ) ବିଶେଷ୍ୟ -[ସମ୍ପାଦନା]

୧. ଗମ୍ହାପୂର୍ଣ୍ଣିମୀଦିନ ଗମ୍ହାବେଦୀଠାରେ ବଳଦେବଙ୍କୁ ଭୋଗ ହୋଇଥିବା ହକରା ନେବାକୁ ଉପସ୍ଥିତ ହେବାପାଇଁ ବ୍ରାହ୍ମଣଶାସନଗ୍ରାମବାସୀ ମହାଜନମାନଙ୍କୁ ତାଲିକା ଅନୁସାରେ ଆହ୍ୱାନ କରିବା — ୧. Summons or call to the villagers of a Brahman Ṡāsan to take their respective shares of the offering made at the Gamhā-bedi on the Gamhā-pūṇṇimā day.
୨. ବିବାହର ପ୍ରଥମ ବର୍ଷମଧ୍ୟରେ ଗମ୍ହାପୂର୍ଣ୍ଣିମୀଦିନ ଶଶୁରଘରକୁ ଯିବାପାଇଁ ଜ୍ୱାଇଁକୁ ନିମନ୍ତ୍ରଣ —୨. Invitation sent to the son-in-law to attend the father-in-law's house on the Gamhāpūrṇṇamī during the first year of marriage.

[ଦ୍ରଷ୍ଟବ୍ୟ —ବିବାହର ପ୍ରଥମବର୍ଷ ମଧ୍ୟରେ ଜ୍ୱାଇଁକୁ ଶ୍ୱଶୁରଘରକୁ କୁମାରପୂର୍ଣ୍ଣିମୀ, ଗମ୍ହାପୂର୍ଣ୍ଣିମୀ, ପାଣ୍ଡୁ ବା ମତାନ୍ତରେ ପୁଷ୍ପ ପୂର୍ଣ୍ଣମୀ ଓ ଦୋଳପୂର୍ଣ୍ଣମୀକୁ ନିମନ୍ତ୍ରଣ କରାଯାଇ ନୂଆଲୁଗା ଦିଆଯାଏ ]