ଗମ୍ହାହକରା
ଦେଖଣା
ଗମ୍ହାହକରା
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ପୁରୀ) ବିଶେଷ୍ୟ -
[ସମ୍ପାଦନା]ପୁରୀଜିଲ୍ଲାର ଶାସନମାନଙ୍କରେ ଗହ୍ମାପୂର୍ଣ୍ଣମୀ ଦିନ ଗହ୍ମାବେଦୀଠାରେ ହୋଇଥିବା ଭୋଗରୁ (ଯାହା କି ମହାଜନଙ୍କ ମଧ୍ୟରେ ନିର୍ଦ୍ଦିଷ୍ଟ ଭାଗ ଅନୁସାରେ ବଣ୍ଟାଯାଏ) ପ୍ରତ୍ୟେକ ମହାଜନଙ୍କ ଭାଗ — Share of every proprietor-villager out of the common offering made at the Gamhābedī.