Jump to content

ଗରଜାଇବା

ଉଇକିଅଭିଧାନ‌ରୁ

ଗରଜାଇବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଗର୍ଜଧାତୁ)

[ସମ୍ପାଦନା]
୧. ଗରଜିବାର ଣିଜନ୍ତରୂପ — ୧. The causative from of 'Garajibā'.
୨. ୘ଞ୍ଚାଦୁଧକୁ ଅଗ୍ନି ଉତ୍ତାପରେ ସାମାନ୍ୟ ଉଷୁମାଇବା — ୨. To heat milk on fire till it simmers.

[ଦ୍ରଷ୍ଟବ୍ୟ —କଞ୍ଚାଦୁଧ ଅପେକ୍ଷା ଗରଜା ହୋଇଥିବା ଦୁଧ ବେଶି ସମୟ ଅବିବୃତ ରହେ]