Jump to content

ଗରଜିବା

ଉଇକିଅଭିଧାନ‌ରୁ

ଗରଜିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଗର୍ଜ ଧାତୁ)[ସମ୍ପାଦନା]

୧. ଗର୍ଜନ କରିବା — ୧. To roar.
୨. ଉଚ୍ଚ ଧ୍ୱନି କରିବା — ୨. To make a loud and long sound.
୩. ବଡ଼ପାଟିକରି ଟାଣି ହୋଇ କଥା କହିବା — ୩. To tralk loudly with a strain.