ଗରିଆ
ଗରିଆ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ପ୍ରାଦେଶିକ - (ବାଲେଶ୍ୱର ଓ ସମ୍ୱଲପୁର) ବିଶେଷ୍ୟ - (ସଂସ୍କୃତ - ଗର୍ଗରୀ)
[ସମ୍ପାଦନା]ଗରା —A brass water-pitcher.
ଗରିଆ ପୋତି ବତକରିଆ ପିନ୍ଧ—ବାଲେଶ୍ୱର. ପ୍ରବଚନ ଗରିଆ ଉପରେ ଗୋଡଟା ରଖା, ପଚାଇ ପଚାଇ ହଳଦୀ ମଖା ସମ୍ୱଲପୁର. ଢଗ ଋଷି ବୋଇଲେ ଆଗୋ ସ୍ନାନ ପାଇଁ ପାଣି ଗରିଆ ଚାରି ଆଣ ହେ ବୃଦ୍ଧା ତରୁଣି କୃଷ୍ଣସିଂହ. ମହାଭାରତ. ଅନୁଶାସନ