ଗରୁ
ଦେଖଣା
ଗରୁ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଗରୁ
|
ଦେଶଜ - ବିଶେଷଣ - (ସଂସ୍କୃତ - ଗୁରୁ)
[ସମ୍ପାଦନା]- ୧. ଅତ୍ୟଧିକ —୧. Excessive.
- ୨. ମହତ୍ —୨. Great.
ରାୟେ ମନସିଜ, ବିଜୟ କଲା ଗୁରୁତର ତେଜ ପ୍ରାଚୀନ—ରସବାରିଧି
- ୩. ବ଼ଡ଼ —୩. Large.
- ୪. ଭାରି —୪. Heavy.
ବିକଳ୍ପତା ଉପୁଜିଲା ସୁଗ୍ରୀବେ ବଡ ଗୁରୁଏ ହୋଇଥିଲା ପୂର୍ବେ ଭଞ୍ଜ. ବୈଦହୀଶବିଳାସ
- ୫. ଅତ୍ୟନ୍ତ ଭାରି —୫. Very heavy.
ଗୁରୁ ପୟୋଧର ନିତମ୍ୱ ବିଧିରେ ଗମନ ବିଳମ୍ୱ ଭୂପତି. ପ୍ରେମପଞ୍ଚାମୃତ
- ୬. ଗର୍ଭଭାର ଯୋଗୁଁ କ୍ଳାନ୍ତ (ଶରୀର) — ୬. Tired on account of pregnancy.
- ୭. କଷ୍ଟକର —୭. Grievous; troublesome.
ମୋହର ମନେ ଖେଦ କରୁ ଏ କଥା ମୋତେ ବଡ ଗୁରୁ ଜଗନ୍ନାଥ. ଭାଗବତ
ଦେଶଜ - ବିଣରବିଶେଷଣ -
[ସମ୍ପାଦନା]ଅତ୍ୟନ୍ତ —Very much.
ଶୋକଭରେ ହୋୟେ ଗୁରୁ ଦୁଖୀ ପ୍ରାଚୀ. ପ୍ରତାପ—ଶଶିଶେଣା
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ତୁଳ. ବ. ଗରୁ)
[ସମ୍ପାଦନା]ଗୋରୁ —Cattle.