ଗର୍ଦନ୍

ଉଇକିଅଭିଧାନ‌ରୁ

ଗର୍ଦନ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶଜ - ବିଶେଷ୍ୟ - (ଫରାସୀ - ଗର୍ଦନ୍)[ସମ୍ପାଦନା]

୧. ମୁଣ୍ଡ —୧. Head.
୨. ବେକ —୨. Neck.
୩. ଗଳାଧକ୍କା —୩. A push by the neck.

ଗର୍ଦନ ମାର ପଛେ ଗୋସାଇଁ ଏକଥା କେହୁ ପାରିବ ସହି ରଙ୍ଗବଦନ ଅଙ୍ଗ ତାଙ୍କର କ୍ରୋଧରେ ଥରେ—ବ୍ରଜନାଥ, ସମରତରଙ୍ଗ