Jump to content

ଗର୍ଦ୍ଦନୀ

ଉଇକିଅଭିଧାନ‌ରୁ

ଗର୍ଦ୍ଦନୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଗର୍ଦନିଆଁ (ଦେଖ) - ୧. Gardaniāñ (See)
୨. କୁର୍ତ୍ତାର ବେକ ପାଖ — ୨. Part of a coat which covers the neck.
୩. ଘୋଡ଼ାର ବେକ ପାଖେ ଗୋଟିଏ ମୁଣ୍ଡ ବନ୍ଧା ଯାଇ ବାକି ଅଂଶ ଘୋଡ଼ାର ଦେହରେ ପକାଯିବା ଲୁଗା — ୩. A piece of cloth covering the body of a horse and tied at one end to its neck.
୪. କୋଠାର କାନ୍ଥର ବା ଖୁଣ୍ଟର କାନୁସ —୪. Cornice.
୫. ଜଣେ ପହିଲ୍ମାନ୍ ଅନ୍ୟ ପହିଲ୍ମାନ୍ର ବେକ ଚାରିପାଖେ ଦୁଇ ହାତଦ୍ୱାରା ଯେଉଁ କଠା ପକାଏ — ୫. The tight hold of an athlete on the neck of the adversarv with the two the two hand.