ଗର୍ଦ୍ଦଭ

ଉଇକିଅଭିଧାନ‌ରୁ

ଗର୍ଦ୍ଦଭ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଗର୍ଦ୍ଦଭୀ—ସ୍ତ୍ରୀ) 

(ଗର୍ଦଭ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ଗର୍ଦ୍ଦ୍ ଧାତୁ= ରାବ କରିବା+ ସଂଜ୍ଞାର୍ଥେ. ଅଭ)[ସମ୍ପାଦନା]

୧. ଗଧନାମକ ପଶୁ —୧. Ass.

[ଦ୍ରଷ୍ଟବ୍ୟ —ଗଧଠାରୁ ତିନିଗୋଟି ଗୁଣ ଶିକ୍ଷା କରାଯାଏ, ଯଥା—ଅବିଶ୍ରାନ୍ତ ଭାର ବହନ, ଶିତୋଷ୍ଣସହନ, ଘାସଆଦି ସାମାନ୍ୟ ଆହାରରେ ନିତ୍ୟ ସନ୍ତୋଷ]

୨. ଶ୍ୱେତ କୁମୁଦ; ଧଳା କଇଁ — ୨. White water-lily.
୩. ଗନ୍ଧ; ବାସନା —୩. Smell; odour.
୪. ବିଡ଼ଙ୍ଗ —୪. A vegetable substance used as a vermifuge; Emblelia Ribes.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଗଧପରି ଅଳସୁଆ ଲୋକ —୧. Idle person.
୨. ନିର୍ବୁଦ୍ଧିଆ ବ୍ୟକ୍ତି —୨. A fool; Simpleton.

ଦେଶଜ - ବିଶେଷଣ -[ସମ୍ପାଦନା]

ଗଧା (ଦେଖ) - —Gadhā (See)