ଗର୍ଭିଣୀ

ଉଇକିଅଭିଧାନ‌ରୁ

ଗର୍ଭିଣୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଗର୍ଭ+ଇନ୍+ସ୍ତ୍ରୀ. ଇ)[ସମ୍ପାଦନା]

୧. ଅନ୍ତସନ୍ତା ସ୍ତ୍ରୀ — Pregnant female.

ତାଙ୍କ ନାମ ଶୁଣିଲେ ଲୋକେ ଥରନ୍ତି, ଗର୍ଭିଣୀ ଗାଈ ବାଟ ଛାଡ଼ ଦିଏ ଫକୀରମୋହନ. ଛମାଣଆଠଗୁଣ୍ଠ

୨. ନବସନ୍ତାନବତୀ;ପୁଆତୀ — ୨. A woman who has been recently delivered of a child.
୩. ପ୍ରାଚୀନ ଭାରତରେ ଚଳୁଥିବା ବଡ ଆର୍ଣ୍ଣବପୋତବିଶେଷ — ୩. A kind of big sea-going vesel used in ancient India.

[ଦ୍ରଷ୍ଟବ୍ୟ —ଏହାର ଲମ୍ୱରେ ୮ ହାତ ଚଉଡ଼ାରେ ୪ ହାତ ଓ ଉଚ୍ଚତାରେ ୪ହାତ ଏଥିରେ ଯାତ୍ରା କରିବା ଅଶୁଭ ଓ ଅନିଷ୍ଟକର ବୋଲି ବିବେଚିତ ହୋଇଥାଏହିନ୍ଦୀ - ଶବ୍ଦସାଗର]


ସଂସ୍କୃତ - ବିଣ,[ସମ୍ପାଦନା]

୧. ଅନ୍ତସତ୍ୱା —୧. Pregnant;big with child;in a the family way.
୨. ନବସନ୍ତାନବତୀ —୨. Recently delivered of a child.