ଗଲ୍ଲିଚାତୁରୀ

ଉଇକିଅଭିଧାନ‌ରୁ

ଗଲ୍ଲିଚାତୁରୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଗଲ୍ଲ=ଗାଲ+ଚାତୁରୀ=ତକିଆ)[ସମ୍ପାଦନା]

ଶୋଇବା ବ୍ୟକ୍ତିର ଗାଲ ତଳେ ଯେଉଁ ତିକିଆ ବ୍ୟବହାର କରାଯାଏ; ଗାଲତକିଆ —A small round pillow. put underneath the cheek of a person while sleeping.