Jump to content

ଗଳାଇବା

ଉଇକିଅଭିଧାନ‌ରୁ

ଗଳାଇବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.—(ସଂସ୍କୃତ - ଗଳ ଧାତୁ)—(ଗଳିବାର ଣିଜନ୍ତ)

[ସମ୍ପାଦନା]
୧. ପ୍ରବେଶ କରାଇବା —୧. To thrust a thing (e.g. a thread) in to another (e.g. the eye of a needle.)
୨. ତରଳାଇବା —୨. To melt.
୩. ଗୁନ୍ଥିବା; ଗ୍ରଥିତ କରିବା — ୩. To string together.

ତୋଳି ମୁଁ ସୁମନାମନାନନ୍ଦଦାୟୀ ପାଇଁ ସୂତ୍ରରେ ଗଳାଇବି ଭଞ୍ଜ. ପ୍ରେମସୁଧାନିଧି

୪. (ଗାଳିବାର ଣିଜନ୍ତ) ଅନ୍ୟ ବ୍ୟକ୍ତିଦ୍ୱାରା ଭାତହାଣ୍ଡିରେ ଥିବା ସିଦ୍ଧି ଅନ୍ନରୁ ପେଜ ନିଗଡ଼ାଇବା — ୪. To cause another to sift the redundant rice-water from the boiled rice.