ଗଳିଆ
ଦେଖଣା
ଗଳିଆ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗଳିତ)
[ସମ୍ପାଦନା]- ୧. ବିଲର ହିଡ଼ ବା ଜଳାଶୟର ବନ୍ଧ ଇତ୍ୟାଦିର ଯେଉଁ ଛିଦ୍ର ବା ଜଳାବାଟେ ପାଣି ବାହାରି ଯାଏ —୧. Breach; hole in a bandh of a water-reservoir or paddy-field through which water leaks.
- ୨. ଗଳେଇ (ଦେଖ) - ୨. Gaḻei (See)
ପ୍ରାଦେଶିକ - (କୁଜଙ୍ଗ) ବିଶେଷ୍ୟ -
[ସମ୍ପାଦନା]ଛୋଟ ନଦୀ —Rivulet; stream.
[ ଦ୍ର—କୁଜଙ୍ଗରେ ବଣ ଭିତରେ ମହାନଦୀର ଯେଉଁ କ୍ଷୁଦ୍ର ଶାଖା— ମାନ ପ୍ରବାହିତ ହେଉଅଛି ସେଗୁଡ଼ିକୁ 'ଗଳିଆ' ବୋଲାଯାଏ ଯଥା—ଭିତରଗଡ଼ ଗଳିଆ, ଆଠରବାଙ୍କ ଗଳିଆ, ତନ୍ତ ଗଳିଆ ଓ ଘଣି ଗଳିଆ ]
ଦେଶଜ - ବିଶେଷଣ -
[ସମ୍ପାଦନା]କ୍ଷୁଦ୍ର; ଅନୁଚ୍ଚ ଓ ସଂକୀର୍ଣ୍ଣ(ରାସ୍ତା); ଗଳିପରି ସଂକୀର୍ଣ୍ଣ (ବାଟ) —Very narrow and low (road).
ଯିବାବେଳେ କି କରିବି ବାଟ ତ ଗଳିଆ ଭିକାରି. ଗୀତଲହରୀ
[ ଦ୍ର—ଯେଉଁ ବାଟ ଏତେ ସଂକୀର୍ଣ୍ଣ ଯେ ସେଠାରେ ବଣବୁଦା ଆଦି ଭିତରେ ଦେଇ ଗଳି ଗଳି କରି ଯିବାକୁ ହୁଏ]