ଗହଗହ
ଦେଖଣା
ଗହଗହ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - ଓ ବିଶେଷଣ - (ଧ୍ୱନ୍ୟନୁକରଣ)
[ସମ୍ପାଦନା]- ୧. ବହୁ ଲୋକ ସମାଗମଜନିତ କୋଳାହଳ — ୧. The aggregate of confused sounds arising out of big crowd.
ଗହଗହ ଶବଦରେ ପୃରିଛି ମହୀ—ପୀତାମ୍ୱରୀ, ଛାନ୍ଦକଞ୍ଚନବତୀ
- ୨. ନିର୍ଜନ ଓ ଭୟକାରକ —୨. Frightful and lonely.
ଗହଗହ ପାଟ ମାଡ଼ଇ ଡର—ନନ୍ଦକିଶୋର ନିର୍ଝରିଣୀ