ଗାଈ
ଦେଖଣା
ଗାଈ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - ସ୍ତ୍ରୀ. (ସଂସ୍କୃତ - ଗବୀ; ତୁଳ ଇଂରାଜୀ - କା'ଉ)
[ସମ୍ପାଦନା]- ୧. ମାଈଗୋରୁ — ୧. Cow.
ଗାଈକି ମାଇଲେ ମାଲି. ଗାଈ ମାଇଲେ ମଲି ଢଗ
[ ଦ୍ର—ପ୍ରସବ ନ କରି ଥିବା ମାଈ ବାଛୁରୀକୁ 'ଛଡ଼ା' ବୋଲାଯଏ ଓ ବୃଦ୍ଧା ଗାଭୀକୁ 'ବୁଢ଼' ବୋଲାଯାଏ]
- ୨. ଗୁଆଫଳର ଦଶ ଗୋଟି ସଂଖ୍ୟା — ୨. Ten betel-nuts.
[ ଦ୍ର—ବିଶିଷ୍ଟବ୍ୟକ୍ତି, ବନ୍ଧୁ ବା ରାଜାଙ୍କୁ ମାଙ୍ଗଳିକ କାର୍ଯ୍ୟ ନିମନ୍ତେ ଏକ ଗାଈଗୁଆ ଭେଟି ଦେଇ ନିମନ୍ତ୍ରଣ କରିବାକୁ ହୁଏ]