ଗାଉଁକିନି

ଉଇକିଅଭିଧାନ‌ରୁ

ଗାଉଁକିନି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - କ୍ରି.ବିଶେଷଣ -[ସମ୍ପାଦନା]

କୁକୁର ବାଘ ଇତ୍ୟାଦି ଆକ୍ରମଣ କରୁଥିବା ଜନ୍ତୁକୁ ମାଡ଼ି ବସିବାବେଳେ ଶବ୍ଦ କରିବା ପ୍ରକାରେ — Like a dog or tiger attacking the victim with a grumbling or grunting sound.