ଗାଉଁଲି
ଦେଖଣା
ଗାଉଁଲି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ଗ୍ରାମ୍ୟ)
[ସମ୍ପାଦନା]- ୧. ଗ୍ରାମ୍ୟ — ୧. Rural.
- ୨. ଗ୍ରାମସମ୍ୱନ୍ଧୀୟ — ୨. Relating to village.
- ୩. ଗ୍ରାମବାସୀ; ମଫସଲୀ (ଲୋକ) — ୩. Inhabiting a village.
ତୋଠରେ ଦିନରାତି ଖଣ୍ଡିଏ ଡଙ୍ଗା ବନ୍ଧା ହୋଇଥାଏ, ଗାଉଁଲି ଲୋକେ, ହାଟୁଆ ଲୋକେ ପାରି ହୁଅନ୍ତି ଫକୀରମୋହନ. ଛମାଣଆଠଗୁଣ୍ଠ
- ୪. ଅମାୟିକ; ସରଳପ୍ରକୃତିକ — ୪. Simple; unsophisticated.
- ୫. ଓଲ୍ଲୁ; ନିର୍ବୋଧ —୫. Foolish; stupid.