ଗାଜର

ଉଇକିଅଭିଧାନ‌ରୁ

ଗାଜର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗର୍ଜର)[ସମ୍ପାଦନା]

ଧନ୍ୟାକାଦି ବର୍ଗର କୃଷିଜାତ ଶାକମୂଳ ବିଶେଷ (ନାଲି ଓ ହଳଦିଆ ଗଙ୍ଗର); ଗୁଞ୍ଜନ — Daucus Carrota (Haines)

[ଦ୍ରଷ୍ଟବ୍ୟ —ଏହାର ମୂଳ ମୂଳା ପରି ଗୋଲ ଓ ଏହାକୁ ତରକାରୀ କରାଯାଏ ପଶ୍ଚିମ ଭାରତ ଓ ଇଉରୋପରେ ଏହାର ମୂଳକୁ ଗୋରୁ ଓ ଘୋଡ଼ାଙ୍କୁ ଖାଇବାକୁ ଦିଆଯାଏ]