ଗାଜିବା
ଦେଖଣା
ଗାଜିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. (ସଂସ୍କୃତ - ଗଜ) ବିନ୍ଧୁକରେ ବା ବାଣରେ ବାରୁଦ ଖୁନ୍ଦିଲା ଭଳି ଖୋଜିବା — ୧. To ram (like ramming powder into a gun with a rod)
- ୨. (ସଂସ୍କୃତ - ଗର୍ଜ) ବହୁ ପରିମାଣରେ ବା ମୂଷଳଧାରାରେ ବର୍ଷା କରିବା —୨. To rain to torrents; to pour rain profusely.
- ୩. (ସଂସ୍କୃତ - ଗର୍ଜ) ଖୁବ୍ ବହେ ପିଟିବା ବା ମାଡ଼ଦେବା — ୩. To administer a sound thrashing.
- ୪. (ସଂସ୍କୃତ - ଗର୍ଜ) ଗର୍ଜନ କରିବା — ୪. To thunder; to roar.
ଗାଜିଲେ ଗଗଜେ ସେହୁ ସାଜିଲେ ବରଷା ପ୍ରାଚୀ. ରହସ୍ୟମଞ୍ଜରୀ